Sarthak Mund S3
Wishing You Happy Nuakhai
Your browser does not support the audio element.
ନୂଆଖାଇର୍ ତିହାର୍ ଆନିଛେ
ନୁଆ ସପନ୍ ନୁଆ ଆଶା
ହସିଖେଲି କରି ବିତୁ ଇ ବଛର୍
ମା ସମଲେଈ ଭରସା
ମାଘ ଗଲା, ଫଗୁନ ଭି ଗଲା
ଆଏଲା ଭୁଦୋ ମାସ.
ଆମର ଲାଗି ଆଜିର ଦିନଟା
ହେଇଛେ ବଢ଼େ ଖାସ
ବର୍ଷେ ଥି ଥରେ ଆଏସି ଆମର
ନୂଆଖାଇର ତିହାର.
ଦାଦା, ବଡୁ, ଭାଇ ମାନକେ
ମୋର ନୂଆଖାଇ ଜୁହାର
Click
Share with your Friends